ମୁମ୍ବାଇ: ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଇଣ୍ଡଷ୍ଟ୍ରି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ପ୍ରଥମ ଦିବସରେ ଅମୀରଙ୍କ ଫିଲ୍ମ ୧୨ ଏବଂ ଅକ୍ଷୟଙ୍କ ୮କୋଟି ଆୟ କରିଥିଲା । ଶୁକ୍ରବାର ମଧ୍ୟ ଏହାର ପ୍ରଦର୍ଶନ ଆହୁରି ଖରାପ ରହିଛି । ଏହା ଦେଖି ସିନେମା ହଲ ମାଲିକମାନେ ଶୋ କମାଇଛନ୍ତି । ଅମୀରଙ୍କ ୧୩୦୦ ଶୋ ଏବଂ ଅକ୍ଷୟଙ୍କ ଫିଲ୍ମର ୧୦୦୦ ଶୋଜ କମ କରି ଦିଆଯାଇଛି । ଦର୍ଶକମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ସେ ଭଳି ଆଗ୍ରହ ଦେଖିବାକୁ ମିଳୁ ନାହିଁ । ଲାଲ ସିଂ ଚଢ଼ାର ବଜେଟ ୧୮୦ କୋଟି ପାଖାପାଖି ହୋଇଥିବାରୁ ଆଗାମୀ ୨/୩ ଦିନ ମଧ୍ୟରେ ବ୍ୟବସାୟରେ ଉନ୍ନତି ଘଟିଲେ ଫିଲ୍ମ ଧରାଶାୟୀ ହେବା ଏକପ୍ରକାର ନିଶ୍ଚିତ ।
BREAKING NEWS
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
Comments are closed.