Latest Odisha News

BREAKING NEWS

ଆରୋଗ୍ୟ ସେତୁ ଆପ୍‌କୁ ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରସ୍ ଆଦନମ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀ ଚିହ୍ନଟ ପାଇଁ ଆରମ୍ଭ କରାଯାଇଥିବା ଆରୋଗ୍ୟ ସେତୁ ଆପ୍‌କୁ ବି‌ଶ୍ୱ‌ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ପ୍ରଶଂସା କରିଛନ୍ତି।

ଏହାର ବ୍ୟବହାର ଯୋଗୁ ସହଜରେ ରୋଗୀ ଚିହ୍ନଟ ହୋଇପାରୁଛନ୍ତି ଏବଂ ଟେଷ୍ଟିଂ ମଧ୍ୟ ବୃଦ୍ଧି ହୋଇପାରିଛି। ଭାରତରେ ଆରୋଗ୍ୟ ସେତୁ ଆପ୍‌କୁ ୧୫୦ ନିୟୁତ ‌ୟୁଜର୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହା ବି‌ଶ୍ୱ‌ର ଶ୍ରେଷ୍ଠ ଟ୍ରାକିଂ ଆପ୍‌ ଭାବେ ବିବେଚିତ ହୋଇଛି।

Comments are closed.