Latest Odisha News

BREAKING NEWS

ବରଯାତ୍ରୀ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ମୃତ

ବରଗଡ : ଛତିଶଗଡ କୁଣ୍ଡାତରାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଗଡ ପଟାପାଲ୍ଲୀରୁ ଏକ ବରଯାତ୍ରୀ ଗାଡି ଛତିଶଗଡ ରାୟଗଡ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ହୋଇଛନ୍ତି ।

ଗୁତୁରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ଜବତ କରିଛି ।

Leave A Reply

Your email address will not be published.