Latest Odisha News

BREAKING NEWS

Browsing Tag

3 dead

ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ, ୩ ଜଣଙ୍କ ମୃତ୍ୟୁ ସୂଚନା

ରାଞ୍ଚି: ଜଳୁଛି ଟାୱାର, ଜୀବନ ବିକଳରେ ଦୌଡ଼ୁଛନ୍ତି ଲୋକେ । ଝାଡ଼ଖଣ୍ଡର ଧନବାଦର ଆଶୀର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏକାଧିକ ଲୋକ ନିଆଁ ଓ ଧୂଆଁରେ ଫସି ରହିଥିବା ଆଶଙ୍କା କରା ଯାଉଛି ।…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ…

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ।…

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା…

ବାଇକ ଉପରେ ମାଡିଗଲା ବସ୍, ଗୋଟିଏ ପରିବାରର ୩ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ାଠାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ୍ ଉପରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ମାଡିଯିବାରୁ ବାଇକରେ ଥିବା ବାପା-ମା ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ଅଞ୍ଚଳ ତୁରେଛଡ଼ା ଗାଁର ଗୋଟିଏ ପରିବାର ସ୍ୱାମୀ…

କୋଏଲ ନଦୀରେ ଭାସିଗଲେ ୬ ନାବାଳକ, ୩ ମୃତ 

ରାଉରକେଲା: କୋଏଲ ନଦୀ ବୈକୁଣ୍ଠ ଘାଟରେ ବଡ଼ ଅଘଟଣ । ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ…

ବରଯାତ୍ରୀ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ମୃତ

ବରଗଡ : ଛତିଶଗଡ କୁଣ୍ଡାତରାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଗଡ ପଟାପାଲ୍ଲୀରୁ ଏକ ବରଯାତ୍ରୀ ଗାଡି ଛତିଶଗଡ ରାୟଗଡ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ହୋଇଛନ୍ତି । ଗୁତୁରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

ବିିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ । ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଭାଇ ଅଛନ୍ତି । ମୃତକ ୩ ଜଣଙ୍କ ବୟସ ୧୨, ୭ ଓ ୩ ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି।…