Latest Odisha News

BREAKING NEWS

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ବର :ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି କରଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ଆଦିବାସୀ ମେଳା -୨୦୨୧ ଓ୍ବେବ୍‌ସାଇଟ୍‌ରେ ରାଜ୍ୟ ବାହାରର ଦର୍ଶକଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଏଥିପାଇଁ ଜାନୁଆରୀ ୨୩ରୁ ଅନଲାଇନ୍‌ ରେଜିଷ୍ଟ୍ରେସନ ଲାଗି ଖୋଲିବ ଓ୍ୱେବ୍‌ସାଇଟ୍ ।

Leave A Reply

Your email address will not be published.