ଭୁବନେଶ୍ୱର : ବିଜେବି କଲେଜ ଜାଲ ସାର୍ଟିଫିକେଟରେ ଆଡମିଶନ ମାମଲା । ଏହି ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ ଥାନା ପୋଲିସ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟଲ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ସେନେଇ ପୋଲିସ ପଚରା ଉଚରା କରୁଛି । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ ଆନୁସାରେ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ ଜାଲ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ୮ ଜଣ ଆଡମିଶନ କରିଥିଲେ ।ଏନେଇ କଲେଜ ପ୍ରିନ୍ସ ପାଲ ଏଭଳି କାମ କରିଥିବା ପିଲାମାନଙ୍କ ନାରେ ଥାନାରେ ମାମଲା ରୁଜୁ କରିଥିଲେ । ଏହି ୮ ଜଣ ପିଲାଙ୍କ ମଧ୍ୟରୁ ୪ ଜଣ କଟକରୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଭଦ୍ରକର ବୋଲି ଜଣାପଡିଥିଲା । ଏହି ଜାଲସାର୍ଟିଫିକଟେ ସବୁ ଭଦ୍ରକରେ ତିଆରି କରାଯାଇଥିବା ମଧ୍ୟ ସୁରାଗ ମିଳିଥିଲା ।ଏହି ମାମଲାର ତଦନ୍ତ କରି ପୋଲିସ ଆଜି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।
BREAKING NEWS
- ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ
- ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
- ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
- Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
- ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ
- ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ
- ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ
- ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ
- ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ
- ମହିଳାଙ୍କୁ ସଂରକ୍ଷଣ ସରକାରଙ୍କ ବଡ଼ ଯୋଜନା
Comments are closed.