ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ବିଜେପିରେ ଯୋଗ ଦେବା ପରେ କମଲନାଥ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ ଜୀବନରେ ଦୁଇଟି ତାରିଖ ୩୦ ସେପ୍ଟେମ୍ବର ଓ ୧୦ ମାର୍ଚ୍ଚ ୨୦୨୦ ବେଶ୍ ମହତ୍ୱପୂର୍ଣ୍ଣ । ୩୦ ମାର୍ଚ୍ଚରେ ବାପାଙ୍କୁ ହରାଇଥିବା ବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ଛାଡି ଏକ ବଡ ନିର୍ଣ୍ଣୟ ନେଇଛି ।
ସେ କହିଛନ୍ତି ଯେ, କଂଗ୍ରେସ ଦଳ ଆଉ ପୂର୍ବ ଭଳି ନାହିଁ । ସେ ବାସ୍ତବିକତାକୁ ଗ୍ରହଣ କରୁନାହିଁ । ନୂଆ ନେତୃତ୍ୱଙ୍କୁ କଂଗ୍ରେସ ସୁଯୋଗ ଦେଉନାହିଁ । ସରକାର ଗଢ଼ିବା ପରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଏଭଳି ଦଳରେ ରହି ଜନସେବା କରିହେବ ନାହିଁ ବୋଲି ସିନ୍ଧିଆ କହିଛନ୍ତି । ଏହାସହ ବିଜେପିରେ ସାମିଲ ହୋଇ ଦେଶ ପାଇଁ ସେବା କରିପାରିବି ବୋଲି କହିଛନ୍ତି ସିନ୍ଧିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସ୍ତରରେ ଏକ ନୂଆ ମଞ୍ଚ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ ।
BREAKING NEWS
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
- ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ନବୀକରଣ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ବିଆଇଟିଏମ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
- ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ
- ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍
- Iran Crisis: ଇରାନ ସଂକଟ ମଧ୍ୟରେ ଭାରତର ପଦକ୍ଷେପ, ଆରମ୍ଭ ହେଲା ବଡ଼ ଅପରେସନ
- Protests Against SIR: ପଶ୍ଚିମବଙ୍ଗରେ SIR ବିରୋଧରେ ହିଂସାତ୍ମକ ପ୍ରତିବାଦ, BDO କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ…
- Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…
- ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ
- Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ ଆମେରିକା ରାଷ୍ଟ୍ରପତି ନୋବେଲ ବିଜେତା?
- CM Mohan Majhi: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆହୁରି ଅଧିକ ଆସିବ ପୁଞ୍ଜି
Comments are closed.