Latest Odisha News

BREAKING NEWS

କର୍ଣ୍ଣାଟକ କଂଗ୍ରେସର ମଙ୍ଗ ଧରିଲେ ଡିକେ ଶିବକୁମାର

ନୂଆଦିଲ୍ଲୀ: ଡିକେ ଶିବକୁମାର ଧରିଲେ କର୍ଣ୍ଣାଟକ କଂଗ୍ରେସର ମଙ୍ଗ । ବୁଧବାର ତାଙ୍କୁ କଂଗ୍ରେସ ଅକ୍ଷଧ୍ୟ ପ୪ରେ ନିଯୁକ୍ତ କରାଯାଇଛି । ସେହିପରି ଦିଲ୍ଲୀ ପ୍ରଦେଶ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୁରୀ । କର୍ଣ୍ଣାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ମଙ୍ଗଳବାର ଇସ୍ତଫା ଦେବା ପରେ ଶିବକୁମାରଙ୍କୁ ଏହି ଦାୟିତ୍ୱ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ଶିବକୁମାର କହିଛନ୍ତି ।

Leave A Reply

Your email address will not be published.