Latest Odisha News

BREAKING NEWS

ବିୟର୍‌ ଗ୍ରୀଲ୍ସ ଶୋ’ରେ ନଜର ଆସିବେ ଅଜୟ ଦେବଗନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କୁ ୨୨ ଅକ୍ଟୋବରରେ ଡିସ୍‌କଭରି ନେଟୱାର୍କରେ ଦୁଃସାହସିକ ଶୋ ’ଇନଟୁ ଦ ୱାଇଲ୍ଡ ୱିଥ୍‌ ବିୟର୍‌ ଗ୍ରିଲ୍ସ ‘ରେ ଦେଖିବାକୁ ମିଳିବ।

ଏହି ଶୋ’ରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନେତା ରଜନୀକାନ୍ତ ଏବଂ ଅକ୍ଷୟ କୁମାର ଅଭିନୟ କରିଛନ୍ତି।

ଅଜୟ ଦେବଗନ୍ ନିକଟରେ ମାଲଦ୍ୱୀପରେ ଏହି ଦୁଃସାହସିକ ଶୋ ପାଇଁ ସୁଟିଂ କରିଥିଲେ।

Comments are closed.