Latest Odisha News

‘ଧୁମ୍ ୪’ରେ ଖିଲାଡ଼ି ଅକ୍ଷୟ

ମୁମ୍ବାଇ: ଜନ୍ ଅବ୍ରହାମ, ହ୍ରିତିକ ରୋଶନ ଏବଂ ଅମୀର ଖାନଙ୍କ ପରେ ଧୁମ ୪ରେ ନେଗେଟିଭ ରୋଲ୍ ପାଇଁ ନିର୍ମାତା ଅକ୍ଷୟ କୁମାରଙ୍କୁ ଚୂଡାନ୍ତ କରିଛନ୍ତି।

ୟଶ ରାଜ ଫିଲ୍ମସ ଗୁରୁବାର ଦିନ ଟ୍ବିଟ କରିଛନ୍ତି।

ଏହି ଫିଲ୍ମ ୨୦୨୨ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ବେଳେ ଏଥିରେ ଷ୍ଟାର କାଷ୍ଟରେ ନଜର ଆସିବେ
ଅଭିଷେକ ବଚ୍ଚନ, ରାନୀ ମୁଖାର୍ଜୀ, ଅମିଷା ପଟେଲ ଏବଂ ଉଦୟ ଚୋପ୍ରା।

ଅକ୍ଷୟ ଙ୍କୁ ଫାଇନାଲ କରିବା ପୂର୍ବରୁ ମେକରସ୍ ଅଭିନୟ କରିଥିଲେ।

Comments are closed.