Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅକ୍ଷୟଙ୍କ ବେଲବଟମ

ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ । ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୂ ପ୍ରତୀକ୍ଷୀତ ବେଲବଟମ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେରେ ଥିଏଟର୍ସରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ ହଟଷ୍ଟାର ଲୋଭନୀୟ ଅର୍ଥ ଦେଇ ଏଥିନେଇ ଚୁକ୍ତି କରିଛି ବୋଲି ଜଣାପଡିଛି ।

BjdElectrycity

ଫିଲ୍ମର ପ୍ରଡ୍ୟୁସର ନିଖିଳ ଆଡଭାନୀଙ୍କ ସବୁଜ ସଙ୍କେତକୁ ସମସ୍ତେ ଅପେକ୍ଷା କରିଛନ୍ତି । ବେଲ ବଟମରେ ଅକ୍ଷୟଙ୍କ ସହ ବାଣୀ କାପୁର, ହୁମା କୁରେଶୀ, ଲାରା ଦତ ଓ ଅଦିଲ ହୁସେନ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ପୂର୍ବରୁ ଅକ୍ଷୟଙ୍କ ଲକ୍ଷ୍ମୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

Leave A Reply

Your email address will not be published.