Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ ‘ଲିଗାସି’ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା।

ଲିଗାସି ୱେବ୍‌ ସିରିଜ ଜରିଆରେ ଅକ୍ଷୟ ଖାନ୍ନାଙ୍କ ଡିଜିଟାଲ୍‌ ପ୍ଲାଟର୍ଫମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହି ସିରିଜକୁ ନେଇ ସେ ବେଶ୍‌ ଖୁସି ଥିବା କହିଛନ୍ତି।

ଅଭିନେତ୍ରୀ ରବୀନା ଟଣ୍ଡନ ମଧ୍ୟ ଏହି ୱେବ୍‌ ସିରିଜକୁ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

Comments are closed.