Latest Odisha News

BREAKING NEWS

ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟର ସମସ୍ତ ପାର୍କ୍

ଭୁବନେଶ୍ୱର: ଲୋକଙ୍କ ବ୍ୟସ୍ତ ବହୁଳ ଜୀବନକୁ ଧ୍ୟାନରେ ରଖି ରାଜ୍ୟର ସମସ୍ତ ପାର୍କ୍ ଗୁଡିକୁ ସକାଳ ୬ ଟାରୁ ରାତି ୯ ଟା ଯାଏଁ ଖୋଲା ରଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛନ୍ତି ।

ଏହି ସଂକ୍ରାନ୍ତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି ।

ପାର୍କ୍ ଗୁଡିକରେ ଅତ୍ୟାଧୁନିକ ଉପକରଣର ବ୍ୟବସ୍ଥା କରିବାକୁ ସରକାର ସମସ୍ତ କର୍ପୋରେସନ, ମ୍ୟୁନୁସିପାଲିଟି ଓ ଘରୋଇ ପାର୍କର ଅଥୋରିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.