Latest Odisha News

BREAKING NEWS

କାମାକ୍ଷାନଗରରେ ହେବ ଆଲୁମନିୟମ୍ ପ୍ଲାଣ୍ଟ;ସୃଷ୍ଟି ହେବ ୪୦ ହଜାର ନିଯୁକ୍ତି

ଢେଙ୍କାନାଳ:କାମାକ୍ଷାନଗରରେ ତିଆରି ହେବ ଆଲୁମନିୟମ୍ ପ୍ଲାଣ୍ଟ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଠାରେ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ।

ଏହି ଆଲୁମନିୟମ୍ ପ୍ଲାଣ୍ଟ ତିଆରି ହେଲେ ପ୍ରାୟ ୪୦ ହଜାର ଯୁବକଯୁବତୀଙ୍କୁ ରୋଜଗାର ମିଳିବ ।

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହି ଆଲୁମିନିୟମ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଯାହାଦ୍ବାରା ୪୦ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ।

Comments are closed.