Latest Odisha News

BREAKING NEWS

Browsing Tag

Ambulance accident

କାମାକ୍ଷାନଗର ମହୁଲି ଛକରେ ଆମ୍ବୁଲାନ୍ସ ଦୁର୍ଘଟଣା; ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର: ଶନିବାର ଭୋର ୫.୪୫ ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ମହୁଲି ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟାଟା ଏସି ଗାଡ଼ି ମୁହାଁ-ମୁହିଁ ଧକ୍କା ହୋଇ ଦୁଇ ଚାଳକ ଆହତ ହୋଇଛନ୍ତି । ଉଭୟ ଚାଳକଙ୍କୁ ନିକଟସ୍ଥ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନାରେ ଛାଡ଼ି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ…

ସ୍ତ୍ରୀର ମୃତଦେହ ଧରି ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗିର: ସ୍ତ୍ରୀର ମୃତଦେହକୁ ଧରି ଆମ୍ବୁଲାନ୍ସରେ ଫେରିବା ବାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ୱୁଲାନ୍ସ । ଏଥିରେ ସ୍ତ୍ରୀର ମୃତଦେହ ଧରି ଗାଁକୁ ଫେରୁଥିବା ସ୍ୱାମୀର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି…

ଘାଟିରେ ଓଲଟିଲା ଆମ୍ବୁଲାନ୍ସ

ଉଦଳା : ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଶନିବାର ଦିନ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।ଗାଡ଼ିରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି।…

ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ଯାଜପୁର : ଯାଜପୁର କୁଆଖିଆ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆମ୍ବୁଲାନ୍ସ ଡ୍ରାଇଭର ମାନସ ରଞ୍ଜନ ସିଂ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ…

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସହ ୩ ମୃତ

କଟକ: ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା । ଭୋର୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ…

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି ।…