ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍ । ମୟୂରଭଞ୍ଜ ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ବେଳେ ଟ୍ରକ ମାଡିଯାଇଥିଲା । ମୃତକଙ୍କ ପରିବାର ସହ ଡ୍ରାଇଭର ବି ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Comments are closed.