Latest Odisha News

BREAKING NEWS

Browsing Tag

Ambulance

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ…

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…

ଆମ୍ବୁଲାନ୍ସରୁ ନାଗ ସାପ ଉଦ୍ଧାର

ଅନୁଗୁଳ: ଆମ୍ବୁଲାନ୍ସ ଭିତରେ ନାଗ । ଉଦ୍ଧାର ବେଳେ ନାକେଦମ୍ ହେଲେ ସାପ ଉଦ୍ଧାରକାରୀ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଆଣିଲେ ୧୦୮ କର୍ମଚାରୀ

ବାଲିଗୁଡ଼ା: ଗାଁ ଅଛି ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼…

ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍, ଜଣେ ମୃତ

ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ୍ । ମୟୂରଭଞ୍ଜ ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତିରିଂ ମେଡିକାଲରୁ ବାରିପଦା ମେଡିକାଲ ଆସୁଥିବା ବେଳେ ଟ୍ରକ ମାଡିଯାଇଥିଲା । ମୃତକଙ୍କ…

ଟ୍ରାଫିକ୍ ଜାମ୍ ହଟାଇବା ଲାଗି ୨ କିମି. ଦୌଡିଲେ କନଷ୍ଟେବଳ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ରୋଡରେ ଟ୍ରାଫିକ୍ ଜାମ୍ ଲାଗିଥିବା ବେଳେ ଆମ୍ବୁଲାନ୍ସ ପାଇଁ ରାସ୍ତା ଫାଙ୍କା କରିବାକୁ ଯାଇ ପାଖାପାଖି ୨ କିମି. ଯାଏଁ ଦୌଡିଛନ୍ତି ଟ୍ରାଫିକ୍ କନଷ୍ଟେବଳ ଜି ବାବଜି । ଏସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନା…

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।…

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ରୋଗୀଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବାକୁ କୁନି ପୁଅ ହାତ ଯୋଡି ନେହୁରା ହେଲା । ହେଲେ କେହି ଶୁଣିଲେନି ତା କଥା । ଶେଷରେ ଘର ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଗଞ୍ଜାମ…

ନଦୀରେ ଭାସିଗଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାଉରକେଲା:ନଦୀର ପ୍ରଖର ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ନାଳରେ । ଶନିବାର ସକାଳେ ଆମ୍ବୁଲାନ୍ସ ଡ୍ରାଇଭର ଆମ୍ବୁଲାନ୍ସ ଧୋଉଥିବା ବେଳେ ହଠାତ ପାହାଡ ପାଣି ନାଳକୁ ମାଡି…