Latest Odisha News

BREAKING NEWS

ଆମେରିକାର ରକ୍ଷା ବଜେଟ; ଭାରତର ସମ୍ପୂର୍ଣ୍ଣ ବଜେଟର ୨ ଗୁଣ !

ଭୁବନେଶ୍ୱର:ଭାରତର ୨୦୨୦ ବଜେଟ ଅନ୍ତିମ ସ୍ପର୍ଶ ଅପେକ୍ଷାରେ । ୨୦୧୯-୨୦ରେ ଭାରତର ବଜେଟ ୨୭.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହାକୁ ଆମକୁ ବଡ ଲାଗୁଥିଲେ ମଧ୍ୟ ଚାଇନାରେ କେବଳ ଶିକ୍ଷା ବାବଦକୁ ୨୯.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ଯାହାକି ଭାରତର ଓଭରାଲ ବଜେଟଠାରୁ ଅଧିକ । ସେହିପରି ଆମେରିକାରେ ରକ୍ଷା ବାବଦକୁ ଗତ ବଜେଟରେ ୫୧.୨୧ ଲକ୍ଷ କୋଟି ଟଙ୍କା ରଖାଯାଇଥିଲା । ଯାହା କି ଭାରତର ଓଭରାଲ ବଜେଟର ୨ଗୁଣ ।

Leave A Reply

Your email address will not be published.