ନୂଆଦିଲ୍ଲୀ: ନିକଟରେ ବିଗ୍ ବିଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଅଭିନେତା ଅମିତାଭ ବଚ୍ଚନ ଏକ ବ୍ଲଗ୍ ଲେଖିଥିଲେ।
ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଅଭିନନ୍ଦନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ସେ ସୁସ୍ଥ ହେବା ମାତ୍ରେ ସେ କରୋନା ଟିକା ଗ୍ରହଣ କରିବେ। “ଟିକାକରଣ ଏବେ ବାଧ୍ୟତାମୂଳକ ହୋଇଯାଇଛି ବୋଲି କହିଛନ୍ତି ବିଗ୍ ବି।
Comments are closed.