Latest Odisha News

ବୋସୱାନାରେ ମିଳିଲା ୩୭୮ କ୍ୟାରେଟର ହୀରା, ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇପଡିବେ

ବୋସୱାନା: ଦକ୍ଷିଣ ଆଫ୍ରିକାର ବୋସୱାନାରେ ସର୍ବୋକୃଷ୍ଟ ହୀରାର ସନ୍ଧାନ ମିଳିଛି । ମିଳିଥିବା ଏହି ୩୭୮ କ୍ୟାରେଟ ହୀରାର ବଜାର ମୂଲ୍ୟ ୧୧୦ କୋଟି ଟଙ୍କା ହେବ । ହୀରା ଖଣିରୁ ଗବେଷକମାନେ ୧୩ ବର୍ଷ ଧରି ବହୁ ପରିଶ୍ରମ କରି ଏହାର ସନ୍ଧାନ ପାଇଛନ୍ତି । ଏହା ଆମ ପାଇଁ ଏକ ଖୁସି ଖବର ବୋଲି ଲ୍ୟୁସାରା କମ୍ପାନୀର ସିଇଓ ଇରା ଥମାସ କହିଛନ୍ତି ।

୩୭୮ ଓ ୩୪୧ କ୍ୟାରେଟ ସବୁଠୁ ଭଲ ହୀରା । ଏହା ୫୫ତମ ହୀରା ଯାହା କି ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବ । ସୂଚନାଯୋଗ୍ୟ, ଏଠାକାର ହୀରା ଖଣି ସାରା ବିଶ୍ୱରେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

Leave A Reply

Your email address will not be published.