ଅନୁଗୁଳ : ଅନୁଗୁଳରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ନେଇ ଓକିଲ ସଂଘ ସଭାପତି କହିଛନ୍ତି । ଏନେଇ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜାନୁଆରୀ ୧୬ ତାରିଖରୁ ୩୦ ତାରିଖ ଯାଏଁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏନେଇ ଉପଜିଲ୍ଲାପାଳ ବାସୁଦେବ ସତପଥୀ ଜିଲ୍ଲା ଜଜଙ୍କୁ ଚିଠି ଲେଖି ଜଣାଇଛନ୍ତି ।
BREAKING NEWS
- Vande Mataram row: ‘ଖଣ୍ଡ ଖଣ୍ଡ କରିଦେବେ’…ବନ୍ଦେ ମାତରମ୍ ବିବାଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ଚେତାବନୀ
- ଆଖି ବୁଜିଲେ ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ
- ହୋମୱାର୍କ କରିଲେନି ବୋଲି ମାଡ଼ ମାରିଲେ ଶିକ୍ଷୟିତ୍ରୀ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ!
- ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ଙ୍କ ହିଂସା ଘଟଣା: କ୍ଷମା ମାଗିଲା ସଂଘ
- RBI କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ ହେଲେ ପୂର୍ବତନ ISRO ମୁଖ୍ୟ ଏସ.ସୋମନାଥ
- Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ ଲାଗି
- Ship Hijacked: ଥିଲେ ୬ ଭାରତୀୟ କ୍ରୁ ସଦସ୍ୟ…ସୋମାଲିଆ ଉପକୂଳରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଜାହାଜ ଅପହରଣ
- Rupee Export: ଡଲାର-ୟୁରୋ ଭଳି ଏବେ ଟଙ୍କାରେ ମିଳିବ ରପ୍ତାନି ସୁବିଧା! ବଡ଼ ନିଷ୍ପତ୍ତି ନେଲେ ସରକାର…
- ଖାଉଟିଙ୍କୁ ମହଙ୍ଗା ମାଡ: ହୁ ହୁ ହୋଇ ବଢିଚାଲିଛି ଚିନି ଦର, କେନ୍ଦ୍ର କହୁଛି ବଢ଼ିବନି ଚିନି ମୂଲ୍ୟ!
- ମେଡିକାଲ ଚେକଅପ୍ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ

Comments are closed.