Latest Odisha News

BREAKING NEWS

‘ଇନ୍ଟାକ’ର ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର : ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ ( ଇନ୍ଟାକ ) ପକ୍ଷରୁ ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଇନ୍ଟାକର ରାଜ୍ୟ ଆବାହକ ତଥା ପ୍ରାକ୍ତନ ଆରକ୍ଷୀ ମହାନିର୍ଦ୍ଦେରଶକ ଅମୀୟ ଭୂଷଣ ତ୍ରିପାଠୀ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଇନ୍ଟାକର ପ୍ରତିଷ୍ଠା ଆଭିମୁଖ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ଅବଗତ କରାଇଥିଲେ।

ବିଭାସ ରଥଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସହ ଆବାହକ ଦେବାଶିଷ ମହାପାରତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.