ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଅଧିକ ଲୋକ ଆରୋଗ୍ୟ ଲାଭ ବି କରୁଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬ ଜିଲ୍ଲାରୁ ଆଜି ସୁସ୍ଥ ହୋଇଛନ୍ତି ଶହେରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ୭୧୬ ଜଣ । ସେହିପରି କଟକରୁ ୫୫୭ ସଂକ୍ରମିତ ବାହାରିଥିବା ବେଳେ ଆଜି ଆରୋଗ୍ୟ ଲାଭ କରିଛନ୍ତି ୩୭୮ ଆକ୍ରାନ୍ତ ।
Another 4052 Covid patients have recovered and are being discharged on 23.09.2020
716 from Khordha
378 from Cuttack
182 from Sundargarh
181 from Puri
164 from Jagatsinghpur
152 from Jajapur
150 from Jharsuguda
146 from Rayagada
138 from Mayurbhanj
129 from Kendrapara— H & FW Dept Odisha (@HFWOdisha) September 23, 2020
ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ରହିଛି ୮୧ ପ୍ରତିଶତ । ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୩୫ ହଜାର ୨୮୩ ।
କେଉଁ ଜିଲ୍ଲାରୁ କେତେ ସୁସ୍ଥ
➡️ ସୁନ୍ଦରଗଡ଼- ୧୮୨, ପୁରୀ- ୧୮୧, ଜଗତସିଂହପୁର- ୧୬୪, ଯାଜପୁର- ୧୫୨
➡️ ଝାରସୁଗୁଡ଼ା- ୧୫୦, ରାୟଗଡ଼ା- ୧୪୬, ମୟୂରଭଞ୍ଜ- ୧୩୮, କେନ୍ଦ୍ରାପଡ଼ା- ୧୨୯
➡️ ସମ୍ୱଲପୁର- ୧୨୮, ସୋନପୁର- ୧୨୬, ଅନୁଗୋଳ- ୧୨୨, ନୂଆପଡ଼ା- ୧୨୧
➡️ ବାଲେଶ୍ୱର- ୧୧୧, ନବରଙ୍ଗପୁର- ୧୦୧, ବରଗଡ଼- ୯୭, କୋରାପୁଟ- ୯୧
➡️ କେନ୍ଦୁଝର- ୮୩, କଳାହାଣ୍ଡି- ୭୯, କନ୍ଧମାଳ- ୭୨, ଢେଙ୍କାନାଳ- ୭୧
➡️ ଭଦ୍ରକ- ୬୨, ଗଞ୍ଜାମ- ୫୫, ନୟାଗଡ଼- ୪୫, ବଲାଙ୍ଗିର- ୪୪
➡️ ମାଲକାନଗିରି- ୩୬, ଦେବଗଡ଼- ୨୦, ବୌଦ୍ଧ- ୧୭, ଗଜପତି- ୧୫
36 from Malkangiri
20 from Deogarh
17 from Boudh
15 from Gajapati
217 from State PoolThe total recovered cases of Odisha now stand at 157265
— H & FW Dept Odisha (@HFWOdisha) September 23, 2020
Comments are closed.