ଲକ୍ଷ୍ନୌ: ଉତରପ୍ରଦେଶରେ ଦୁଇ ବାହୁବଳୀଙ୍କ ପୁରୁଣା ସଂଘର୍ଷ ଏବେ ତାଜା ହୋଇଯାଇଛି । ମୁଖତାର ଅଁସାରୀର ଶତ୍ରୁ ବ୍ରିଜେଶ ସିଂ ୧୪ ବର୍ଷ ପରେ ଜେଲରୁ ମୁକୁଳିଛି । ଯାହାକି ମୁଖତାରଙ୍କ ନିଦ ହଜେଇ ଦେଇଛି । ଏପରିକି ସେ ଜେଲରେ ୨ ଦିନ ହେବ ଶାନ୍ତିରେ ନାଁ ଖାଇ ପାରୁଛନ୍ତି, ନାଁ ଶୋଇ ପାରୁଛନ୍ତି । ମୁଖତାର ଜେଲରେ ଏବେ ବନ୍ଦ ଥିବାରୁ ଭୟଭୀତ ହୋଇ ପଡିଛନ୍ତି । ପୂର୍ବରୁ ବ୍ରିଜେଶ ତାର ପରମ ଶତ୍ରୁ ଉପରେ ମରଣାତ୍ମକ ଆକ୍ରମଣ କରି ସାରିଛି । ୧୫ ଜୁଲାଇ ୨୦୦୧ରେ ମୁଖତାରଙ୍କ ଟିମ ଉପରେ ବ୍ରିଜେଶର ଲୋକମାନେ ଆକ୍ରମଣ କରିଥିଲେ । ଏଥିରେ ମୁଖତାରଙ୍କ ଗନର ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଅବଶ୍ୟ ଏହି ମାମଲାରେ ୨୦୦୯ରୁ ବ୍ରିଜେଶ ଜେଲରେ ବନ୍ଦ ଥିଲେ । ଉକ୍ତ ଆକ୍ରମଣରେ ମୁଖତାର ବଂଚି ଯାଇଥିଲେ ମଧ୍ୟ ତାର ସାମ୍ରାଜ୍ୟ ଏବଂ ଲୋକମାନଙ୍କ ଉପରେ ବ୍ରିଜେଶ ପଦକ୍ଷେପ କଣ ରହୁଛି ଏବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅନ୍ୟ ଅର୍ଥରେ ୟୁପିରେ ପୁନର୍ବାର ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି କହିଲେ ଭୁଲ ହେବନି ।
BREAKING NEWS
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
Comments are closed.