ଅନୁଗୁଳ : ଅନୁଗୁଳ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ପଡ଼ିଛି ବଡ଼ ଧରଣର ରାକେଟ୍ । ନକଲି ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆଧାର କାର୍ଡ ଓ କୋଇଲା ଟ୍ରାଞ୍ଜିଟ ପାସ ରାକେଟର ପର୍ଦାଫାଶ କରିଛି ତାଳଚେର କୋଲିୟାରି ପୋଲିସ । ତାଳଚେର ସହରର ତିନୋଟି ଜେରକ୍ସ ଦୋକାନରେ ଏହି ନକଲି କାଗଜପତ୍ର ତିଆରି ହେଉଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆଧାର କାର୍ଡ ଓ କୋଇଲା ଟ୍ରାଞ୍ଜିଟ ପାସ ଜବତ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
BREAKING NEWS
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
- ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
- Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ
- 240 More Aircraft In India Air: ଭାରତୀୟ ଆକାଶରେ ଭିଡ଼ !
- New Rule From February: ରାତି ପାହିଲେ ବଦଳି ଯିବ ଏହି ସବୁ ନିୟମ…ଜାଣନ୍ତୁ କେତେ ପ୍ରଭାବିତ ହେବ ଆପଣଙ୍କ ପକେଟ?
- ଟି୨୦ ବିଶ୍ୱକପ କ୍ରିକେଟ: ଓହରିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର
- Budget Session 2026: ବ୍ରିଫକେସ୍ ରୁ ‘ବହିିଖାତା’… ଏବେର ‘ଟାବଲେଟ୍’ ପର୍ଯ୍ୟନ୍ତ, ଜାଣନ୍ତୁ କେତେ ବଦଳିଯାଇଛି ଭାରତର ବଜେଟ୍…
- ଜାମ୍ମୁର କିସ୍ତୱାଡରେ ଏନକାଉଣ୍ଟର; ୩ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା ବାହିନୀ
- ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ
- ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
Comments are closed.