Latest Odisha News

BREAKING NEWS

ଭାଲେଣ୍ଟାଇନ୍ସ ଡେ’ରେ ବିରାଟଙ୍କ ପାଇଁ ଏମିତି କିଛି ଖାସ୍‌ କଥା କହିଲେ ଅନୁଷ୍କା

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ଏକ ସୁନ୍ଦର ଫଟୋ ପ୍ରଶଂସକଙ୍କ ସହିତ ସେୟାର୍‌ କରିଛନ୍ତି। ଅଭିନେତା ରବିବାର ଅପରାହ୍ନରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନେଇ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି।

ବିରାଟ ଏବଂ ଅନୁଷ୍କା ସେମାନଙ୍କର ପ୍ରଥମ କନ୍ୟା ସନ୍ତାନ ଝିଅ ଭାମିକାଙ୍କୁ ଚଳିତ ବର୍ଷ ଆରମ୍ଭରେ ସ୍ୱାଗତ କରିଛନ୍ତି।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, “ମୋର ଭାଲେଣ୍ଟାଇନ୍ ସବୁଦିନ ମୋ ଭାଲେନ୍‌ଣ୍ଟାଇନ୍‌ ଏବଂ ତା’ଠାରୁ ବି ଅଧିକ। ସୋସିଆଲ ମିଡିଆରେ ଝିଅର ନାମ ଘୋଷଣା କରିବାର ଏକ ସପ୍ତାହ ପରେ ଅନୁଷ୍କା ତାଙ୍କ ଭାଲେଣ୍ଟାଇନ୍‌ର ଏହି ସ୍ୱତନ୍ତ୍ର ଫଟୋ ଛାଡିଛନ୍ତି।

Comments are closed.