ମୁମ୍ବାଇ : ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ବିୟୁଟି ଅନୁଷ୍କା ଶର୍ମା । ଶନିବାର ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଛାଇ ଗଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ଅନୁଷ୍କା ଶର୍ମା ନିଜ ଫାର୍ମ ହାଉସରୁ ଟମାଟୋ ତୋଳୁଛନ୍ତି ।ଆଉ ଏହି ଟମାଟୋରେ ଜାମ ତିଆରି କିରି ନିଜ ପରିବାର ସହ ମିଶି ବ୍ରେଡରେ ଟମାଟୋ ସସ୍ ଲଗାଇ ପରିବାର ସହ ମିଶି ବ୍ରେକ ଫାଷ୍ଟ କରୁଛନ୍ତି ।
ଏହି ଭିଡିଓଟି କିନ୍ତୁ ଏବେର ନୁହେଁ ।୨୦୨୦ ଯେତେବେଳେ ସମସ୍ତେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ବେଳେ ଘରେ ରହି କିଛି ନା କିଛି କରୁଥିଲେ ।ବଲିଉଡ୍ ବିୟୁଟି ଅନୁଷ୍କା ଶର୍ମା ମଧ୍ୟ ଏଥିରୁ ବାଦ ପଡାନାହାନ୍ତି ।ସେ ଘରେ ରହି ନିଜ ଫାର୍ମା ହାଉସରୁ ଟମାଟୋ ତୋଳି ରୋଷେଇ ଘରେ ଟମାଟ ଚଟନୀ ବା ସସ୍ ତିଆରି କରୁଥିବା ଦେଖିବାକୁ ମିଳିଥିଲା ।ଏହି ଭିଡିଓକୁ ଏବେ ଅନୁଷ୍କା ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏହି ଭିଡିଓକୁ ନେଇ ପାଖାପାଖି ୨ ଲକ୍ଷରୁ ଅଧିକ କମେଣ୍ଟ ଅନୁଷ୍କାଙ୍କୁ ମିଳିସାରିଲାଣି ।
View this post on Instagram
Comments are closed.