Latest Odisha News

BREAKING NEWS

ରାଜିନ୍ଦରନଗରରେ ଆପ୍‌ର ବାଜିମାତ, ରାଘବ ଚଡ୍ଡା ବିଜୟୀ

ନୂଆଦିଲ୍ଲୀ: ରାଜିନ୍ଦର ନଗରରେ ଆପ୍‌ର ବାଜିମାତ । ବିଜେପି ପ୍ରାର୍ଥୀଙ୍କୁ ହରାଇ ଆପ୍ ନେତା ରାଘବ ଚଡ୍ଡା ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱିନ୍ଦୀ ବିଜେପି ପ୍ରାର୍ଥୀ ସର୍ଦ୍ଦାର ଆର୍ ପି ସିଂହଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି । ରାଘବଙ୍କୁ ମୋଟ ୫୬୩୯୬ ଖଣ୍ଡ ଭୋଟ ମିଳିଥିବା ବେଳେ ଆର୍‌.ପି ସିଂହଙ୍କୁ ମିଳିଛି ୩୬୯୫୨ ଭୋଟ୍ ।

Leave A Reply

Your email address will not be published.