ମୁମ୍ବାଇ: ପରଦାକୁ ଆସିଲା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଆଉ ଏକ ନୂଆ ଗୀତ “ଅରେ ପ୍ୟାର୍ କର୍ଲେ” । ଗୀତରେ ଫିଲ୍ମର ପୁରା କାଷ୍ଟକୁ ରେଟ୍ରୋ ଲୁକ୍ରେ ଦେଖିବାକୁ ମିଳିଛି । ଏକ ଏହା ଡିସ୍କୋ ସଙ୍ଗ । ଗୀତଟିକୁ ବଲିଉଡର ସୁପରଷ୍ଟାର ସିଙ୍ଗର ବାପି ଲେହରୀ ଓ ଅୟୁଷ୍ମାନ ଖୁରାନା ମିଶି ଗାଇଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ବାୟୁ । ଗୀତର ମ୍ୟୁଜକ କମ୍ପୋଜ କରିଛନ୍ତି ତନିସ୍କ ବାଗଚୀ ।
୧୯୮୫ ଦଶକର ଫିଲ୍ମ ‘ସାହେବ’ର ଗୀତ ‘ୟାର୍ ବିନା ଚେନ୍ କାହାଁରେ’କୁ ପୁଣି ଥରେ ଏହି ଫିଲ୍ମରେ ରିକ୍ରିଏଟ୍ କରାଯାଇଛି । ଭିଡିଓରେ ୯୦ ଦଶକର ଝଲକ୍ ଦେଖିବାକୁ ମିଳିଛି । ଗୀତଟି ରିଲିଜ ହେବାର କିଛି ଘଂଟା ଭିତରେ ହିଁ ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଛି ।
ବହୁ ଚର୍ଚ୍ଚିତ କମେଡି ଡ୍ରାମା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧନ’ ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ । ଏହାର ଲିଡ୍ ରୋଲ୍ରେ ଆୟୁଷ୍ମାନ ଖୁରାନା, ଜିତୁ, ନୀନା ଗୁପ୍ତା, ଗଜରାଜ ରାଓ ପ୍ରମୁଖ ଅଛନ୍ତି । ହିତେଶ କୈବଲ୍ୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ପରଦାକୁ ଆସିବ ।
BREAKING NEWS
- ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ
- ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶୀ ମଦ ଭାଟିରେ ଚଢାଉ
- ହୋଲି ଖେଳିବା ପରେ ଆପଣଙ୍କ ଚର୍ମ ଏବଂ କେଶର ଯତ୍ନ ନେବେ କିପରି?
- Middle East Conflict: କାତାରରେ ଆମେରିକାକୁ ବଡ଼ ଝଟକା, ୯୦ ବିଲିୟନ ମୂଲ୍ୟର ରାଡାର ସିଷ୍ଟମକୁ ମାଟିରେ ମିଶାଇଲା ଇରାନ!
- Indian Government Released Helpline Number: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ୟୁଏଇରେ କଣ୍ଟ୍ରୋଲ ରୁମ୍ ଖୋଲିଲା ଭାରତ…
- ପୁଣି ଲଜ୍ଜା! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଅଭିଯୋଗ
- Holi 2026: ଭାରତର ଅନନ୍ୟ ସ୍ଥାନ, ଯେଉଁଠି କେବେବି ପାଳନ ହୋଇନି ହୋଲି…
- Middle East Conflict: ଇରାନ ଆକ୍ରମଣରେ ବେହାଲ ଆମେରିକା, କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ, ଉପସାଗରୀୟ ରାଷ୍ଟ୍ରରେ ଅନେକ ମୃତ
- ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
- ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷ, ସାରା ବିଶ୍ୱରେ ଚହଳ
Comments are closed.