Latest Odisha News

BREAKING NEWS

ମୁମ୍ବାଇ ରଣଜୀ ଟ୍ରଫି ଟିମରେ ଜୁନିୟର ସଚିନ

ମୁମ୍ବାଇ: ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଦକ୍ଷତା ପ୍ରତିପାଦିତ କରିବା ପାଇଁ ବହୁତ ବଡ ସୁଯୋଗ ମିଳିଛି । ତାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ୪୧ ଥର ରଣଜୀ ଚାମ୍ପିୟନ ମୁମ୍ବାଇ ଦଳର ନେତୃତ୍ୱ ଏଥର ପୃଥ୍ୱୀ ଶ ପ୍ରଦାନ କରାଯାଇଛି । ଅଲରାଉଣ୍ଡର ଅର୍ଜୁନ ଭଲ ବ୍ୟାଟିଂ ସହ ପେସ ବୋଲିଂ କରନ୍ତି ।

୨୦୨୧ ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଛି । ଆଗାମୀ ସଂସ୍କରଣରେ ମଧ୍ୟ ମୁମ୍ବାଇ ତାଙ୍କୁ ନେବାକୁ ଚାହୁଁଥିବା ସ୍ପଷ୍ଟ କରିଛି ।

Leave A Reply

Your email address will not be published.