Latest Odisha News

BREAKING NEWS

ଏହି ଉପାୟରେ ଆର୍ଥରାଇଟିସ୍‌ ଯନ୍ତ୍ରଣା ଦୂର ହେବ..

ଭୁବନେଶ୍ବର: ଆପଣ ଜାଣିଛନ୍ତି କି ଓଜନ କମ କଲେ, ଆପଣଙ୍କ ଗଣ୍ଠି ଉପରେ କମ ପ୍ରେଯସର ପଡିଥାଏ ଏବଂ ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ ହୋଇଥାଏ । ଆର୍ଥରାଇଟିସ୍‌ କିମ୍ବା ଗଣ୍ଠି ଯନ୍ତ୍ରଣା ବା ପାଦ ଫୁଲିବା ଏଭଳି ରୋଗକୁ ପାଇଁ ଏଭଳି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।

-କୋଲେଷ୍ଟଲ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ବାରା ଆପଣଙ୍କ ଓଜନ କମ ହୋଇପାରିବ । ଯାହା ଆପଣଙ୍କ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ପାଇଁ ଲାଭଦାୟକ ।

-ସନ୍ତୁଳିତ ଏବଂ ସୁସ୍ଥ ଆହାର ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ। ତେଣୁ ଫଳ,ସବୁଜ ପନିପରିବା ଏବଂ ଭଲ ତେଲ ନିଜ ଭୋଜନରେ ସାମିଲ କରନ୍ତୁ।

-ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ। କମ ପ୍ରେସର ପଡିବା ଭଳି ଏରୋବିକ ବ୍ୟାୟାମ ଭଳି ବ୍ୟାୟାମ କରନ୍ତୁ ଏବଂ ସାଇକେଲ ଚଲାନ୍ତୁ। ଅଧିକ ଯନ୍ତ୍ରଣା ରହୁଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟାୟମ କରନ୍ତୁ ।

-ନିଜକୁ ଚିନ୍ତାରୁ ଦୂରେଇ ରଖନ୍ତୁ। ଚିନ୍ତା ଆପଣଙ୍କ ଯନ୍ତ୍ରଣାକୁ ଆହୁରି ବଢାଇଦେଇଥାଏ। ଯୋଗ ଏବଂ ଗୀତ ଶୁଣନ୍ତୁ ।

Leave A Reply

Your email address will not be published.