Latest Odisha News

BREAKING NEWS

ସଡକ ଦୁର୍ଘଟଣ।ରେ ବେଲପଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

ନୂଆପଡା: ବଲାଙ୍ଗୀର ଜିଲ୍ଲା ବେଲପଡାର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଗତକାଲି ବଙ୍ଗୋମୁଣ୍ଡାରେ ଏବିଡିଓଙ୍କ କାର ଗଛକୁ ପିଟିଥିଲା । ସେହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ସେ ଆଖି ବୁଜିଥିଲେ ।

Leave A Reply

Your email address will not be published.