କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ପେସ ବୋଲର ପ୍ୟାଟ କୁମିନ୍ସ କରୋନା ସଙ୍କଟ ବେଳେ ସହାୟତା ହାତ ବଢ଼ାଇଛନ୍ତି । ଭାରତରେ ଦ୍ରୁତ ଗତିରେ କରୋନା ବଢ଼ୁଥିବା ବେଳେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ କୁମିନ୍ସ ୫୦ ହଜାର ଡଲାର ଆର୍ଥୀକ ସହାୟତା ପିଏମ କେୟାର୍ସ ଫଣ୍ଡକୁ ଯୋଗାଇ ଦେଇଛନ୍ତି । ଏଥିସହ ସେ ସେ ତାଙ୍କ ସାଥୀ ଖେଳାଳିମାନଙ୍କୁ ମଧ୍ୟ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି । କରୋନା ସମୟରେ ଆଇପିଏଲ ଆୟୋଜନକୁ ଅନେକ ନାପସନ୍ଦ କରୁଛନ୍ତି । ତେବେ ଆମେ ଖେଳ ମାଧ୍ୟମରେ କିଛି ଲୋକଙ୍କୁ ଆନନ୍ଦ ପ୍ରଦାନ କରିପାରୁଛି ବୋଲି କୁମିନ୍ସ କହିଛନ୍ତି ।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
Comments are closed.