Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ବୋପାନ୍ନା ବିଦା, ଭାରତ ଅଭିଯାନ ଶେଷ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ମିକ୍ସଡ ଡବଲ୍ସରେ ରୋହନ ବୋପନ୍ନା ଓ ଚୀନର ୟେଗୟିଙ୍ଗ ଦୁଆନ ଯୋଡି ୪-୬, ୪-୬ ସେଟରେ ଆମେରିକାର ବେଥାନୀ ମାଟେକ ସେଣ୍ଡସ ଓ ବ୍ରିଟେନର ଜେମି ମୋରେସଙ୍କ ନିକଟରୁ ହାରି ଯାଇଛନ୍ତି ।

ପୂର୍ବରୁ ପୁରୁଷ ଡବଲ୍ସରେ ବୋପନ୍ନା ଓ ଜାପାନର ବେନ ମ୍ୟାକଲାଚଲାନ ଯୋଡି କୋରିଆର ଜି ୟୁଙ୍ଗ ନେମ ଓ ମିଙ୍ଗ କ୍ୟୁ ସୋଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ । ଡିଭିଜ ଶରନ,ଅଙ୍କିତା ରୈନା ମଧ୍ୟ ସେମାନଙ୍କ ମୁକାବିଲାରେ ପୂର୍ବରୁ ବିଦାୟ ନେଇ ସାରିଛନ୍ତି ।

Leave A Reply

Your email address will not be published.