Latest Odisha News

BREAKING NEWS

ସବୁଜିମାରେ ହସିବ ରାଜଧାନୀର ‘ଜନପଥ’: ସ୍ମାର୍ଟ ମେକଓଭର ପାଇଁ ବିଡିଏର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ସବୁଠାରୁ ପ୍ରମୁଖ ତଥା ବ୍ୟସ୍ତବହୁଳ ରାସ୍ତା ‘ଜନପଥ’ର ରୂପରେଖ ବଦଳିବାକୁ ଯାଉଛି। ରାଜଧାନୀର ଏହି ପ୍ରାଣକେନ୍ଦ୍ରକୁ ଏକ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ତଥା ସବୁଜ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏକ ବୃହତ ଯୋଜନା…

ଛାତ୍ରୀ ମୃତ୍ୟୁ ମାମଲା: ପ୍ରଶ୍ନ ଉଠାଉଥିବା ଲୋକେ ହତ୍ୟାକାରୀ, ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ବିବାଦ

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଏକ ପ୍ରତିଷ୍ଠିତ ବେସରକାରୀ ଇଂଜିନିୟରିଂ କଲେଜ ହୋଷ୍ଟେଲରେ ଜଣେ ବିସିଏ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏହି ମାମଲାରେ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ…

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର, କ୍ଷୁବ୍ଧ କଂଗ୍ରେସ ହାଇକମାଣ୍ଡ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏବେ ନିଜ ଦଳ ଭିତରେ ହିଁ ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର। ମାର୍ଚେଣ୍ଟ ନେଭିର ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସମର୍ଥନ କରି ସେ ଦେଇଥିବା ବୟାନକୁ…

ବ୍ରିଟେନ୍ ରାଜନୀତିରେ ମହାଭୂକମ୍ପ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍‌, ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀ…

ଲଣ୍ଡନ: ବ୍ରିଟେନ୍ ରାଜନୀତିରେ ପୁଣି ଥରେ ଦେଖାଦେଇଛି ବଡ଼ ଧରଣର ସଂକଟ । ଦଳ ଭିତରେ ବଢୁଥିବା ଅସନ୍ତୋଷ ଓ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିର ଷ୍ଟାରମର୍‌ । ଲେବର ପାର୍ଟିକୁ ଏକ ଐତିହାସିକ ସଫଳତା ଦେବାର ମାତ୍ର ଦୁଇ ବର୍ଷ…

ଦାବି ପୂରଣ ପାଇଁ ରାଜଧାନୀରେ ଗର୍ଜିଲେ ‘ସ୍ୱାସ୍ଥ୍ୟ ମିତ୍ର’ କର୍ମଚାରୀ: ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ

ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ବନ୍ଧୀୟ ଦାବିକୁ ନେଇ ପୁଣି ଥରେ ଆନ୍ଦୋଳନ ମୁହାଁ ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ କର୍ମଚାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବିଭିନ୍ନ ସରକାରୀ ଓ ସୂଚୀଭୁକ୍ତ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ…

୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଆସିଲା ବଡ଼ ଖବର

ଭୁବନେଶ୍ୱର: ପେଟ ପାଟଣା ପାଇଁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ସାଜିଲା କାଳ। ତିରୁଭାଲୁର ଜିଲ୍ଲାର ଏକ ବେସରକାରୀ ସୀ-ଫୁଡ୍ ରଖାନାରେ ହୋଇଥିବା ଭୟାବହ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମହିଳା ଶ୍ରମିକ…

୧୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଲା ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ହିତାଧିକାରୀଙ୍କୁ ସେମାନଙ୍କର ପେନସନ୍ ପ୍ରଦାନ କରାଯାଇ ସାରିଛି। ତେବେ…

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କଲେ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ମାମଲାରେ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଦଳୀୟ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ଭୋଟ ଦେଇଥିବା ବିଜୁ ଜନତା ଦଳ (ବିଜେଡି)ର ୮ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା…

ଅସମୟ ରଥଯାତ୍ରାକୁ ନେଇ ପୁଣି ବିବାଦଘେରରେ ଇସ୍କନ; ସରକାରୀ ହସ୍ତକ୍ଷେପ ଦାବି କଲେ ଶ୍ରଦ୍ଧାଳୁ

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପୂର୍ବରୁ ଅନ୍ତର୍ଜାତୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ)ର ମନମୁଖୀ କାର୍ଯ୍ୟକଳାପକୁ ନେଇ ପୁଣି ଥରେ ତୀବ୍ର ବିବାଦ ମୁଣ୍ଡ ଟେକିଛି। ଶାସ୍ତ୍ରୀୟ ନୀତିନିୟମକୁ ଅବମାନନା କରି ଆମେରିକାର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା ଆୟୋଜନ…

ମୌସୁମୀ ପ୍ରଭାବରେ ଭିଜୁଛି ଓଡ଼ିଶା: ଟୁଇନ୍ ସିଟିରେ ଝିପିଝିପି ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାରେ ଲାଗିଛି। ଏହାର ପ୍ରଭାବରେ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ସହରରେ ଲଗାତାର ଝିପିଝିପି ବର୍ଷା ଜାରି ରହିଛି। ଦୀର୍ଘ ଦିନର ଅସହ୍ୟ ଗୁଳୁଗୁଳି ଓ ତାତି ପରେ ଏହି ବର୍ଷା ସହରବାସୀଙ୍କୁ ବେଶ୍ ଆଶ୍ୱସ୍ତି…