Latest Odisha News

BREAKING NEWS

ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ…

କୋରୋନା ରୋଗୀଙ୍କୁ ନେଇ ସାଂଘାତିକ ଖୁଲାସା କଲା ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ: ୨୦୨୧ ମସିହାରେ ଆସିଥିବା କୋରୋନା ଭାଇରସ ସମଗ୍ର ବିଶ୍ୱକୁ ନିଜ କବଜାରେ ରଖିଥିଲା। ତେବେ ଏହି କୋରୋନା ମହାମାରୀକୁ ଚାରିରୁ ଅଧିକ ବର୍ଷ ବିତିଗଲାଣି। ଚାରି ବର୍ଷରୁ ଅଧିକ ସମୟ ଧରି ଏହା ଏକ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ବିପଦ ସହିତ ଅଜଣା ଭୟ ମଧ୍ୟ ସୃଷ୍ଟି କରିଛି। ଆରମ୍ଭରୁ ଏହା ୭୦.୩୬…

ରାଜ୍ୟର ବଡ଼ ଟନେଲ ନିର୍ମାଣ କରୁଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେଉଛି ବଡ଼ ବଡ଼ ରେଳପଥ ଟନେଲ। ବୌଦ୍ଧରୁ ଦଶପଲ୍ଲା ମଧ୍ୟରେ ଏହି ଟନେଲ ଗୁଡ଼ିକ ନିର୍ମାଣ ହେଉଛି। ଆଡେଣିଗଡ଼ ଠାରେ ପୂର୍ବତଟ ରେଳବାଇ ସବୁଠାରୁ ଲମ୍ବା ଟନେଲ ପ୍ରସ୍ତୁତ କରୁଛି। ଏହାର ଲମ୍ବ ୪ କିଲୋମିଟର ରହିଥିବା ଜଣାପଡ଼ିଛି। ଏହିପରି ବୌଦ୍ଧରୁ ଦଶପଲ୍ଲା…

ପେଟିଏମର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ମାସ ୧୫ ତାରିଖ ପରେ ପେଟିଏମ ଆଉ କାମ କରିବ ନାହିଁ ବୋଲି ଆରବିଆଇ ପକ୍ଷରୁ ପୂର୍ବରୁ…

ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ

ଭୁବନେଶ୍ଵର: ଆଜି ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁବନେଶ୍ଵର ଭଗବତୀ ଭବନ ସମ୍ମିଳନୀ କକ୍ଷରେ ବିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।…

ଅନୁଗୋଳରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଙ୍କରେଇସ୍ଥିତ ଏମସିଏଲର ସୁଭଦ୍ରା ଅଞ୍ଚଳରେ ଆଜି ଶିଳାନ୍ୟାସ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ତାଳଚେରରେ ପାଠପଢାର ପରମ୍ପରାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

କେନ୍ଦ୍ରାପଡ଼ା ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି ବିରୋଧୀ, ବିଜେଡ଼ି ନିକଟରେ ଲମ୍ବା ତାଲିକା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଏବେ ତିନି ଦଳ ଦ୍ୱନ୍ଦ୍ୱରେ। ଗତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତିଙ୍କୁ ଦଳ ଦ୍ୱନ୍ଦ୍ୱରେ ରହିଛି। ତାଙ୍କୁ ରିପିଟ କରିବ ନା ନୂଆ ମୁଁହ ଦେବ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବିଜେପି ପକ୍ଷରୁ…

୫୭ ବର୍ଷର ମାଟ୍ରିକ ଛାତ୍ରୀ ସୁଲୋଚନା, ଅଟକାଇ ପାରିନି ପାରିବାରିକ ସମସ୍ୟା

ପୁରୀ: ମାଟ୍ରିକ ପରୀକ୍ଷା ଦେଉଛନ୍ତି ପୁରୀର ୫୭ ବର୍ଷୀୟ ସୁଲୋଚନା ଖଟୋଇ। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା। ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ…

ଏଣିକି ୫ ଦିନ ଖୋଲା ରହିବ ବ୍ୟାଙ୍କ !, ଦେଖିନିଅନ୍ତୁ ମାର୍ଚ୍ଚ ମାସର ଛୁଟି ତାଲିକା

ନୂଆଦିଲ୍ଲୀ: ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବ୍ ଶୀଘ୍ର ବ୍ୟାଙ୍କଗୁଡ଼ିକୁ ସପ୍ତାହରେ ମାତ୍ର ୫ ଦିନ ଖୋଲା ରହିବ।ବ୍ୟାଙ୍କ କର୍ମଚାରୀ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ବ୍ୟାଙ୍କରେ…

ବଲାଙ୍ଗୀରରେ ଭୟଙ୍କର ବିସ୍ଫୋରଣ

ବଲାଙ୍ଗୀର:ବଡ଼ମାଳସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ମୃତାହତକୁ ନେଇ କୌଣସି ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ସେପଟେ ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…