ପେଟିଏମ ଉପଭୋକ୍ତାଙ୍କୁ ଆରବିଆଇ ପକ୍ଷରୁ ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଭାରତର ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟ ପେଟିଏମ୍ ଆପ୍ ଉପରେ ପ୍ରଭାବ ପକାଇବ ନାହିଁ। ପେଟିଏମ୍ ପେମେଣ୍ଟ ବ୍ୟାଙ୍କର କାର୍ଯ୍ୟ ବନ୍ଦ ହେଲେ ମଧ୍ୟ ପେଟିଏମ୍ ଆପ୍ କାର୍ଯ୍ୟ ଜାରି ରଖିବାକୁ ନିଶ୍ଚିତ କରିବାକୁ ଏକ ଉପାୟ ଖୋଜିବା…