Latest Odisha News

BREAKING NEWS

ମାଳଦ୍ୱୀପରେ କେତେ ସଂଖ୍ୟକ ରହିଛନ୍ତି ଭାରତୀୟ ସେନା, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମାଳଦ୍ୱୀପରୁ ସେନା ପ୍ରତ୍ୟାହାର ପାଇଁ ଆଜି ରବିବାର ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ ଚିଠି ମାଧ୍ୟମରେ ଭାରତକୁ କହିଛନ୍ତି କି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ସେନାଙ୍କ ପ୍ରତ୍ୟାହାର କରି ନିଆଯାଉ। ଏନେଇ…

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି…

୧୫ ମାର୍ଚ୍ଚ ପୂର୍ବରୁ ମାଳଦ୍ୱୀପ ଛାଡ଼ିବେ ଭାରତୀୟ ସେନା, ଚିଠି ଲେଖିଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନରୁ ଗସ୍ତରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆକ୍ରାମକ ରୂପ ସାମ୍ନାକୁ ଆସିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୧୫ ପୂର୍ବରୁ ଦେଶ ଛାଡ଼ିବାକୁ ଭାରତୀୟ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି।…

ଆଜି ଦ୍ୱିତୀୟ ଟି୨୦: ବଦଳିପାରେ ଭାରତର ଚୂଡ଼ାନ୍ତ ଏକାଦଶ; ବିରାଟଙ୍କ ସହ ଏହି ଘାତକ ବୋଲରଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିସାରିଛି। ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ ସହିତ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଘରୋଇ ଦଳ। ତେବେ ଏଥିପାଇଁ ଚୂଡା଼ନ୍ତ…

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ।…

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ, ଭୁବନେଶ୍ୱରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବା ସହିତ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…

୨୦୨୪ରେ ତାତିବ ଓଡ଼ିଶା, ତାତିକୁ ନେଇ ପାଣିପାଗ ବିଭାଗ କଲା ଏପରି ଆକଳନ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ…

ଚାନ୍ଦିପୁରରେ ଆକାଶ ମିଶାଇଲର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଶୁକ୍ରବାର ଦିନ ଓଡିଶାର ଚାନ୍ଦିପୁର ରେଞ୍ଜରୁ ଆକାଶ କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରିଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO ଭିଡିଓ…

ନାବାଳକର ଚିକିତ୍ସା ପାଇଁ ତତ୍କାଳ ଆର୍ଥିକ ସହାୟତା ଯୋଗାଇ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଲଗାତାର କିଛି ଦିନ ହେବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଜିଲ୍ଲାକୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ରାସ୍ତା ମଧ୍ୟ କହିଦେଉଛନ୍ତି। ପୂର୍ବରୁ ରାଜ୍ୟପାଳ ଏସଏଚଜି ମହିଳା ଗୋଷ୍ଠୀ, ଚାଷୀ, ଛାତ୍ରଛାତ୍ରୀ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ…

ଅଟଳ ସେତୁ ଲୋକାର୍ପିତ, କମିବ ଯାତ୍ରା ସମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ବିହାରୀ ବାଜପେୟୀ ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ୧୭୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେତୁ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ ଅଟେ। ଡିସେମ୍ବର ୨୦୧୬ରେ ପିଏମ ମୋଦୀ ଏହି…