Latest Odisha News

BREAKING NEWS

ଜନକଲ୍ୟାଣ ଯୋଜନାରେ ଦଳୀୟ ଚିହ୍ନର ବ୍ୟବହାର ମାମଲା: ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜନ କଲ୍ୟାଣ ଯୋଜନାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସେମାନଙ୍କ ଦଳୀୟ ଚିହ୍ନକୁ ବ୍ୟବହାର ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଜତିନ ମହାନ୍ତି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ।…

ସ୍ୱାଧିନତାର ୭୬ ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ମାସ ୧୩ରେ ଦୁଇ…

ଡାକ୍ତରୀ ଛାତ୍ରଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ଏଲୋପାଥି ଡାକ୍ତରୀ ଛାତ୍ର ତୁଳନାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବନି ଛାତ୍ରବୃତ୍ତି। ଏକ ପିଟିସନର ଶୁଣାଣି କରି ଏପରି କହିଛନ୍ତି। ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣୀ ବେଳେ କହିଛନ୍ତି କି ଆୟୁର୍ବେଦରେ…

ନେତା ଅସନ୍ତୋଷ, ବିଜେଡ଼ିରେ ଫାଟ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ବା ବିଜେଡ଼ିରେ ଅନେକ ଜିଲ୍ଲାରେ ଏବେ ଫାଟ। ଜଳ ଜଳ ହୋଇ ପଦାକୁ ଏହା ଦେଖାଗଲାଣି। ଦଳରେ ଥିବା ନେତା ଓ କର୍ମୀଙ୍କ ହାବଭାବକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ପୂର୍ବତନ ମନ୍ତ୍ରୀ…

ଗୋଆରେ ନାବାଳକକୁ ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: ଗୋଆରେ ୪ ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୁଚନା ସେଠ ପୋଲିସ ହେପାଜତରେ ଅଛନ୍ତି। ବର୍ତ୍ତମାନ ଏହି ହତ୍ୟାକାଣ୍ଡ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ସମୟରେ ସୁଚନା ସେଠଙ୍କ ପୁଅର ହତ୍ୟାକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ…

ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା, ଖୋର୍ଦ୍ଧାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା ଏବେ ବିଚାରାଧୀନ ଅଛି। ୩୦ଟି ଜିଲ୍ଲାର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲା ସମ୍ପର୍କରେ…

ଭାରତ ସହ ବିବାଦ ପରେ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ମାଳଦ୍ୱୀପର ନିବେଦନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି।…

ଉତ୍ତର ଭାରତରେ ବଢିବ ଶୀତର ପ୍ରଭାବ, ମନାଲୀରେ ତୁଷାରପାତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭବ କରୁଛି। ଏହି ସପ୍ତାହରେ ଦିଲ୍ଲୀରେ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ବୁଧବାର ରାଜଧାନୀରେ ଶୀତର ମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ…

ଗୋଟିଏ ବୋତଲ ପାଣି ହିଁ ନେଇପାରେ ଜୀବନ, ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: କୌଣସି ବାହାର ସ୍ଥାନକୁ ଆପଣ ଯାଇଛନ୍ତି। ଆଉ ପ୍ରବଳ ଶୋଷ ମେଣ୍ଟାଇବାକୁ ଆପଣଙ୍କ ନିକଟରେ କୌଣସି ସାଧନ ନାହିଁ। ଏପରି ସ୍ଥଳେ ଆପଣ ନିଶ୍ଚିତ ଦୋକାନରୁ ୧୦ ରୁ ୨୦ ଟଙ୍କା ଦେଇ ଗୋଟିଏ ବୋତଲ ପିଇବା ପାଣି କିଣି ଶୋଷ ମେଣ୍ଟାଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି…

ମହଙ୍ଗା ପଡ଼ୁଛି ମୋଦୀଙ୍କୁ ବିବଦୀୟ ଟିପ୍ପଣୀ ମାମଲା, ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀ ଦେଇଥିବା ଅପମାନଜନକ ଟିପ୍ପଣୀ ବର୍ତ୍ତମାନ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ବଡ଼ ସଂକଟ ହୋଇ ଛିଡ଼ା ହୋଇଛି। ଗୋଟିଏ ପଟେ ସେଠାରେ ଥିବା ଜଣେ ପୂର୍ବତନ ମନ୍ତ୍ରୀ ଭାରତକୁ ମାଲଦ୍ୱୀପର ସବୁଠାରୁ ବଡ…