ବ୍ରହ୍ମପୁରର ଛ’ ଘରୋଇ ନର୍ସିଂହୋମ୍କୁ ବିଏମ୍ସିର ନୋଟିସ୍
ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍ ଉପରେ ଗତ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତରଫରୁ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ନର୍ସିଂହୋମଗୁଡ଼ିକରେ ମାଳମାଳ ତୃଟି ସାମ୍ନାକୁ ଆସିଥିଲା। ଯୋଗ୍ୟତା ଅନୁଯାୟୀ…