Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବେ ଶାହନବାଜ୍ ହୁସେନ

ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  । ଦିଲ୍ଲୀ…

[ଦେଖନ୍ତୁ ଭିଡିଓ] ଦିଲ୍ଲୀ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ୪୫୦୦ କେ.ଜି ଗଞ୍ଜେଇ ଜବତ କରାଯାଇଛି । ଏକ କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ,ଅଭିରାମ ବେହେରା  ।  ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ…

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ। ଜନସଂଖ୍ୟା ବୃଦ୍ଧି…

ଜବଲପୁରର ଆରଟିଓ ନା କୁବେର ରାଜା

ଭୋପାଳ:  ମଧ୍ୟପ୍ରଦେଶ ରାଜ୍ୟର ଜବଲପୁରରେ ଆରଟିଓ ଅଫିସରଙ୍କ ଘରୁ  ମିଳିଛି କୁବେରଙ୍କ ସମ୍ପତ୍ତି । ଆମେ ଏହି ଆରଟିଓ ଅଫିସରଙ୍କୁ କୁବେର ଏଥିପାଇଁ କହୁଛୁ ଯେତେବେଳେ ଅୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଜବଲପୁର ଆରଟିଓ ସନ୍ତୋଷ  ପାଲ ସିଂଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିଲା, ସେତେବେଳେ ସମସ୍ତେ…

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନ ସାଢେ ତିନିଟା ବେଳେ  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ସେହିଜିଲ୍ଲା ଗୁଡିକ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି…

ବାଦ ପଡିଲେ ଗଡକରୀ, ଯୋଡି ହେଲେ ୟେଦୁରପ୍ପା; ବିଜେପିରେ କିଛି ଠିକ ଚାଲୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ହୋଇଛି ବଡଧରଣର ପରିବର୍ତ୍ତନ। ସଂସଦୀୟ ବୋର୍ଡ ରୁ ବିଜେପିର ପୂର୍ବତନ ରାଷ୍ଟୀୟ ଅଧ୍ଯକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କୁ ବାଦ ଦେଇଛନ୍ତି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା ।…

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି  ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି  । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା…