ଏନଟିପିିସି ର୍ୟାଙ୍କିଙ୍ଗ ତୀରନ୍ଦାଜ: ଧୀରଜ, ଭଜନ କୌର ଶୀର୍ଷରେ
ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର୍ୟାଙ୍କିଙ୍ଗ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହେଉଛି । ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଦେଶର ଷ୍ଟାର ତୀରନ୍ଦାଜଙ୍କ ମଧ୍ୟରେ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ରିକର୍ଭ ପୁରୁଷ ବିଭାଗରେ ସର୍ଭିସେସ…