Latest Odisha News

BREAKING NEWS

ଭାରତକୁ ଆବଶ୍ୟକ ଯୁବ ପିଢ଼ୀର ନୂତନ ଟେଷ୍ଟ ଟିମ

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ପରାଜୟ ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମୀକକ୍ଷ ଏବଂ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟ ଦିଗହରା ହେଉଛି ବୋଲି ମତ ଦେଉଛନ୍ତି । ବିରାଟ କୋହଲି, ରୋହିତ ଶର୍ମାଙ୍କ ପ୍ରତି ମୋହ ଭଙ୍ଗ କରି ଏକ ଯୁବ…

ବିଦେଶୀ କୋଚ କଣ ଭାରତକୁ ସଫଳତା ଦେବେ ?

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଛି । ଏଥିସହ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ଆଇସିସି ଟ୍ରଫିଠାରୁ ଦୂରେଇ ରହିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଟାଇଟଲ ହାସଲ କରନି । ଆଇସିସି ଟ୍ରଫି ହାସଲ ଜିଦରେ ବିସିସିଆଇ ଅନେକ…

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

ଗିଲ ହେବେ କି ଭାରତୀୟ କ୍ରିକେଟର ରାଜକୁମାର

ଆଇପିଏଲ ମାଧ୍ୟମରେ ଅନେକ ଯୁବ ଖେଳାଳି ସମ୍ମୁଖକୁ ଆସି ପାରୁଛନ୍ତି । ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛନ୍ତି ଶୁଭମନ ଗିଲ । ଏପରିକି ତାଙ୍କୁ ଭାରତୀୟ କ୍ରିକେଟର ରାଜକୁମାର ମଧ୍ୟ କୁହାଯାଉଛି । କିଙ୍ଗ କୋହଲିଙ୍କ ପରେ ପ୍ରିନ୍ସ ଗିଲ ଏବେ ସମସ୍ତଙ୍କୁ ପ୍ରିୟ ହୋଇ ଉଠିଛନ୍ତି ।…

ବିବାଦର “କିଙ୍ଗ’ କୋହଲି

ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ଭାରତୀୟ କ୍ରିକେଟର ସେ କିଙ୍ଗ । ପ୍ରଦର୍ଶନ ଏବଂ ନେତୃତ୍ୱôରେ ସେ ସାଜିଥିଲେ କିଙ୍ଗ । ଏବେ ଏହି ଷ୍ଟାର କ୍ରିକେଟର ବିବାଦରେ ବି ସାଜିଛନ୍ତି କିଙ୍ଗ । ଏବେ ଏହି ସମସ୍ୟା ଗମ୍ଭୀର ରୂପ ନେଇଛି । ଚଳିତ ଆଇପିଏଲରେ ଗୌତମ ଗମ୍ଭୀର ଓ କୋହଲିଙ୍କ ବିବାଦ ଏବେ…

ଦି କେରଳ ଷ୍ଟୋରୀ: ୨ ଦିନରେ ଭାଇରାଲ ହେଲା ଟ୍ରେଲର, ଗୁମୁରି ଉଠୁଛି ବିବାଦ

ବ୍ରେନ ୱାଶ, ହିଜାବ, ଧର୍ମ ପରିବର୍ତନ, ମିଶନ ଓ ଆତଙ୍କକୁ ନେଇ ନିର୍ମିତ ହୋଇଛି ଦି କେରଳ ଷ୍ଟୋରୀ । ଟ୍ରେଲର ରିଲିଜ ହେବାର ୨ ଦିନ ମଧ୍ୟରେ ଏହା ଭାଇରାଲ ହୋଇସାରିଛି । ଏବେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଥିଏଟରରେ ରିଲିଜ ହେବା ପଥ ଏହାର ସେତେଟା ସହଜ ଲାଗୁନି । ଆସନ୍ତୁ ଜାଣିବା କଣ…

ବୟସର ଅର୍ଦ୍ଧଶତକରେ କ୍ରିକେଟର ମାଂଉଟ ଏଭେରେଷ୍ଟ ସଚିନ

ମୁମ୍ବାଇ: କ୍ରିକେଟର ଭଗବାନ, ରନ ମେସିନଠାରୁ ଆରମ୍ଭ କରି ଅନେକ ନାମରେ ସଚିନ ତେନ୍ଦୁଲକର ନାମିତ । ଭାରତ ପାଇଁ ସେ କ୍ରିକେଟର ଆଶୀର୍ବାଦ । ଖେଳୁଆଡ ମନୋଭାବର ସେ ଥିଲେ ଜ୍ୱଳନ୍ତ ଉଦାହରଣ । ଭାରତକୁ ଆଧୁନିକ କ୍ରିକେଟରେ ଭାରତକୁ ଆଗଧାଡିରେ ସାମିଲ କରାଇବାରେ ସଚିନଙ୍କ ଭୂମିକା ଅବର୍ଣ୍ଣନୀୟ ।…

କ୍ରିକେଟକୁ କେତେ ବଦଳାଇ ଦେଇଛି ଆଇପିଏଲ

ଟି୨୦ ଫର୍ମାଟରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଯିବ । ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କ୍ରିକେଟ ଦୁନିଆ ଉପରେ ପଡିଥିଲା । ଆଇପିଏଲ ବ୍ୟତୀତ ଟି୨୦ ଫର୍ମାଟର ଆହୁରି ୧୦ଟି ବଡ ଲିଗ ଖେଳାଯାଉଛି । ଏଥିଯୋଗୁ…

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି…

ଶ୍ରୀଗୌରବିହାର ଆଶ୍ରମ ଥରେ ବୁଲି ଆସିଲେ ମନ ଶ୍ରୀକୃଷ୍ଣମୟ ହୋଇ ଉଠିବ

ଶ୍ରୀକ୍ଷେତ୍ର ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ଭାରତରେ ଏହା ଏ ଭଳି ଏକ ଧାର୍ମିକ ସ୍ଥଳ ଯେଉଁଠାରେ ସର୍ବଧର୍ମର ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମର ତେତ୍ରିଶ କୋଟି ଦେବତା ଏଠାରେ ଅଛନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ।…