Latest Odisha News

BREAKING NEWS

ଅଜାତି

ଅଜାତି ବିଶ୍ୱନାଥ ସାହୁ ମୁଁ ଏତେ ଅଭାଗା ଯେ ମୋ ଅବକ୍ଷୟକୁ ବି ଦୁନିଆଁ ଉପଭୋଗ କରେ । ଈଶ୍ୱରଙ୍କୁ ଉପସର୍ଗରେ ରଖି ମତେ ଅହରହ ଚେତାଇଦିଆଯାଏ ନା ତୁ ଦେଶର ନା ପୃଥିବୀର । ଛି' କଲେ କ'ଣ ହେବ ? ତୁମର ଯେତେକ ବର୍ଜ୍ୟବସ୍ତୁ ଆମ ରକ୍ତକଣିକାରେ ଜମାଟ ବାନ୍ଧି ବସିଛି । କପାଳରେ…