Latest Odisha News

OTT ପ୍ଲାଟଫର୍ମରେ ସୃଜନଶୀଳତା ନାଁରେ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ : ଅନୁରାଗ

ନାଗପୁର : ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ,…

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ…

ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ! ସହଜ ହେବ ନେବାକୁ ସରକାରୀ ସେବା

ଖୋର୍ଦ୍ଧା - ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ…