ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ଟାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
BREAKING NEWS
- Cyclone Akvan: ବାତ୍ୟା ଭୟରେ ଗଜପତିରେ ୨୧ ଯାଏଁ ସ୍କୁଲ ଛୁଟି…
- ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଚର୍ଚ୍ଚାରେ: ବ୍ୟାଙ୍କ୍ରଫ୍ଟଙ୍କ ବଡ଼ ଦାବି
- NEET ପେପର୍ ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ନିର୍ଦ୍ଦେଶ, ଡେ-ଟୁ-ଡେ ଭିତ୍ତିରେ ଆରମ୍ଭ ହେବ ବିଚାର ପ୍ରକ୍ରିୟା
- ‘ରାଜ୍ୟରେ ଅସୁରକ୍ଷିତ ଓ ଅବହେଳିତ ଆଦିବାସୀ’ କେନ୍ଦୁଝରରେ ଆଦିବାସୀଙ୍କୁ ଆକ୍ରମଣ ବିରୋଧରେ ବିରାଟ ରାଲି
- ଅକୱାନ କିଏ ଥିଲା, ବାତ୍ୟାର ନାମକରଣ ପଛର ରହସ୍ୟ କଣ?
- “ଗ୍ରାମୀଣ ରୂପାନ୍ତରଣ ପାଇଁ ଜଳ ସୁରକ୍ଷାର ପୁନଃଚିନ୍ତନ” ନେଇ ବିଆଇପିଏଫ ପକ୍ଷରୁ ସମ୍ମିଳନୀ ଆୟୋଜିତ
- Cyclone Akvan: ଆସୁଛି ବାତ୍ୟା; ଗଜପତିରେ ହାଇ ଆଲର୍ଟ, ମହେନ୍ଦ୍ରଗିରି ପର୍ବତ ଓ ଜଳପ୍ରପାତ ବନ୍ଦ
- ଗ୍ରାମାଞ୍ଚଳରେ ୧,୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ; ଗଞ୍ଜାମରେ ପହଞ୍ଚିଲେ ୧୧୮ଟି ଟିମ୍,ପୁରୀରେ ୫୫
- ଶିକ୍ଷକ ପଦବୀ ଖାଲିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା
- ବାତ୍ୟା ‘ଅକୱାନ୍’ ମୁକାବିଲା; ୪ ଜିଲ୍ଲା ପାଇଁ ୪ ଆଇଏଏସଙ୍କୁ ଦାୟିତ୍ୱ
Comments are closed.