Latest Odisha News

BREAKING NEWS

ଧନ୍ୟ ତୁ ଗୁଣ୍ଡୁଚିମୂଷା

ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ, ନିରିହବି । କିନ୍ତୁ ତା’ ନାଁଟି ଶୁଣିଲେ ବା ତାକୁ ଦେଖିଲେ, ସ୍ୱତଃଶ୍ରୀରାମଚନ୍ଦ୍ରଙ୍କର ସେତୁନିର୍ମାଣ ଦୃଶ୍ୟ ଭାସିଉଠେ । ମାତା ସୀତାଙ୍କ ସନ୍ଧାନ ପାଇବା ପରେ ଲଙ୍କାକୁ ଯିବା ପାଇଁସେତୁ ନିର୍ମାଣରେ ବାନରସେନା ପ୍ରାଣମୂର୍ଚ୍ଛା ଲାଗିପଡିଛନ୍ତି । ବଡବଡ…

କରୋନା ଏକ ଅହେତୁକ ଭୟ !

“ତା’ହେଲେ, କ୍ଷୁଦ୍ର ସତାଗୁଡିକର ଯଦି ଏକ ଦଳ ରହିଛି, ତେବେ ସେମାନେ ନିଜ ନିଜ ଭିତରେ ବିରୋଧାଚରଣ କରିପାରନ୍ତି, କାରଣ ସେମାନଙ୍କ ପାରସ୍ପରିକ ଜୀବନ ଖୁବ୍‌ ଶାନ୍ତିପୂର୍ଣ୍ଣ ନୁହେଁ, ସେମାନେ ପରସ୍ପର ସହିତ ଦ୍ୱନ୍ଦ୍ୱ କରନ୍ତି, ଯୁଦ୍ଧ କରନ୍ତି, ପରସ୍ପରକୁ ନଷ୍ଟ କରନ୍ତି, ଧ୍ୱଂସ କରିଦିଅନ୍ତି ।…

ପାଣ୍ଡବାନାଂ ଧନଞ୍ଜୟଃ

“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବ ପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ । କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କମଧ୍ୟରେ…

ଓଳିଆରୁ ଗଜା

‘ଓଳିଆରୁ ଗଜା’ କହିଲେ ଏ ପିଢୀର ପିଲାମାନେ ଓଳିଆ କ’ଣ – ବୁଝି ପାରିବେନି । ବଜାର ସହର ପିଲାମାନେ ହୁଏତ ଓଳିଆ ଦେଖି ନଥିବେ! ଓଳିଆ ଶଦ୍ଦଟି ଗତ ଶତାଦ୍ଦିର ଦ୍ୱିତୀୟାର୍ଦ୍ଧର କେତେବର୍ଷ ପର୍ଯ୍ୟନ୍ତ ବୁଝି ହେଉଥିଲା ।ଓଳିଆ ଆମ ଓଡିଶାର ଗୋଟିଏ ବହୁ ପ୍ରଚଳିତ ଗାଉଁଲୀ ଶଦ୍ଦ । ବିଜ୍ଞାନର, ବିଶେଷକରି…

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା…

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍…

ମା’ କୋଳରେ ମାନବ…

(ଧର୍ମପ୍ରାଣ ଦୀନବନ୍ଧୁ ନାୟକଙ୍କ ଆଧ୍ୟାତ୍ମିକ ଅନୂଭୁତି ଓ ଭଗବତ୍ ଦିବ୍ୟ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆଲେଖ) ମା' ।... କେତେ ମଧୁର ସତେ ଏଇ ଶଦ୍ଦଟି! ନାରୀଟିଏ ମା’ ହୁଏ ସେତେବେଳେ, ଯେତେବେଳେ ସେ ସନ୍ତାନଟିକୁ ଜନ୍ମ ଦିଏ । ପିତାର କ୍ଷୁଦ୍ରାତିକ୍ଷୁଦ୍ର ଶୁକ୍ରାଣୁଟିକୁ ମା’ କିପରି କେଉଁ…

ଏଇ ତ ଜୀବନ !

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ । ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିବେଦନା ।। ୨/୨୮ ଶ୍ରୀଗୀତା ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅବଧିକୁ ଜୀବନ ବୋଲି କୁହାଯାଏ । ଏଇ କାଳଖଣ୍ଡ ହିଁ ପ୍ରତ୍ୟେକଙ୍କର ଜୀବନ, ସେ ମନୁଷ୍ୟ ହେଉ ବା ପଶୁ, ସରିସୃପ ହେଉ ବା ଉଦ୍‌ଭିଦ ।…