ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ (୨)
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କୌଣସି ଅଶ୍ଲୀଳ ଆଚରଣ କରିବା ନିଷେଧ ବୋଲି ଆମେ ଆଲୋଚନା କଲେ। ମୂଳ କଥା ହେଲା ଯଦି ଭକ୍ତଟିଏ ନିଜର ଭକ୍ତି ଭାବ ଓ ମାର୍ଜିତ ବ୍ୟବହାର ନେଇ…