ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପୌଷ ମାସର ପର୍ବପର୍ବାଣୀ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରମ୍ପରାରେ ଆସନ୍ତୁ ଜାଣିବା ପୌଷ ମାସ ବିଷୟରେ। ଏହି ମାସରେ ଶୀତ ଯୋଗୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପହିଲି ଭୋଗ। ବାହାରେ ଋତୁରେ ବି ଆସୁଛି…