ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଯେପରି ବ୍ୟାପକ, ସେହି ସେବା ଦେବା ପାଇଁ ନିଯୁକ୍ତ ସେବକ ଗୋଷ୍ଠୀ ମଧ୍ଯ ସେହିପରି ବ୍ୟାପକ। ସେଥି ମଧ୍ୟରୁ ଅନେକ ସେବକଙ୍କ ବିଷୟରେ ଆମେ ଅଳ୍ପ ଅଳ୍ପ ଆଲୋଚନା…